ଅର୍ଥ : ବିଶେଷକରି ବ୍ୟବସାୟ ନିମନ୍ତେ ମେଣ୍ଢା ପାଳନ କରୁଥିବା ଗୋଟିଏ ଜାତି
ଉଦାହରଣ :
ମେଣ୍ଢୀଆଳ ଜାତି ବିଶେଷକରି ଉତ୍ତରଭାରତରେ ବାସ କରନ୍ତି
ସମକକ୍ଷ : ମେଣ୍ଢୀଆଳ
ଅନ୍ୟ ଭାଷାରେ ଅନୁବାଦ :
एक जाति जो विशेषकर भेड़ों को पालने का व्यवसाय करती है।
भेड़ीहार जाति विशेषकर उत्तर भारत में पाई जाती है।(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jati