ଅର୍ଥ : ମାଟି ଉପରେ ରଙ୍ଗଚୂନାକୁ ବିନ୍ଦୁପାତକରି ତିଆରି ହେଉଥିବା ଚିତ୍ର
ଉଦାହରଣ :
ଲୋକମାନେ ହନୁମାନଙ୍କ ମୁରୂଜଚିତ୍ରରେ ପଇସା ପକଉଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
वह चित्र जो रंगों के चूर्णों को ज़मीन पर बुरककर बनाया जाता है।
लोग हनुमान के धूलिचित्र पर पैसे चढ़ा रहे हैं।
धूलिचित्र,
साँझी