ଅର୍ଥ : ନିଷିଦ୍ଧ ପ୍ରମାଣ
ଉଦାହରଣ :
ଓକିଲର ମିଥ୍ୟାସାକ୍ଷୀଙ୍କୁ ନ୍ୟାୟାଧୀଶ ଅସ୍ବୀକାର କରିଦେଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସତ କହିବାପାଇଁ ଶପଥକରି ମଧ୍ୟ ମିଛ କହିବାର ପ୍ରକ୍ରିୟା
ଉଦାହରଣ :
ଆଜିକାଲି କେତେକ ସାକ୍ଷୀ ତାଙ୍କ ଇଜ୍ଜତ ବିକ୍ରିକରି ମିଛସାକ୍ଷୀ ଦିଅନ୍ତି
ସମକକ୍ଷ : କୂଟ ସାକ୍ଷ୍ୟ, ମିଛସାକ୍ଷୀ, ମିଥ୍ୟା ଶପଥ
ଅନ୍ୟ ଭାଷାରେ ଅନୁବାଦ :
सच बोलने की कसम खाकर भी झूठ बोलने की क्रिया।
आजकल कुछ गवाह अपने ईमान को बेचकर दरोगहलफी करते हैं।