ଅର୍ଥ : ମାଟି ଖୋଳିବା କାମ କରୁଥିବା ମହିଳା ଶ୍ରମିକ
ଉଦାହରଣ :
ମାଟିଆଣୀ ମାଟି ଖୋଳୁଛି
ସମକକ୍ଷ : ମାଟିଖୋଳା ମହିଳା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମାଟିଆର ପତ୍ନୀ
ଉଦାହରଣ :
ମାଟିଆଣୀ ମାଟିଆପାଇଁ ଜଳଖିଆ ତିଆରି କରୁଛି
ଅନ୍ୟ ଭାଷାରେ ଅନୁବାଦ :