ଅର୍ଥ : ଯାହା ପୂରାପୂରି ପୂର୍ଣ୍ଣ ବା ଭରାହୋଇଛି କିମ୍ବା ଯେଉଁଥିରେ କିଛି କମ୍ ନାହିଁ
ଉଦାହରଣ :
ଲାଲାଜୀଙ୍କ ଘର ଧନଧାନ୍ୟରେ ପୂର୍ଣ୍ଣ ସେଠଜୀଙ୍କ ଜନ୍ମ ଧନ-ଧାନ୍ୟ ପରିପୂର୍ଣ୍ଣ ଘରେ ହୋଇଥିଲା
ସମକକ୍ଷ : ପରିପୂରିତ, ପରିପୂର୍ଣ୍ଣ, ପୂର୍ଣ୍ଣ, ଭରପୂର
ଅନ୍ୟ ଭାଷାରେ ଅନୁବାଦ :
Completed to perfection.
fulfilledଅର୍ଥ : ଭୋଜନପାଇଁ ପ୍ରସ୍ତୁତ ବା ବ୍ୟବସ୍ଥିତ କରାଯାଇଥିବା, ବିଶେଷ କରି ଯାହା ଉପରେ ଖାଦ୍ୟ ପଦାର୍ଥ ସଜା ଯାଇଥାଏ
ଉଦାହରଣ :
ଖାଇବାପାଇଁ ଲୋକମାନେ ଖାଦ୍ୟ ପଦାର୍ଥ ପୂର୍ଣ୍ଣ ଟେବୁଲ ଚାରିପଟେ ବସିଗଲେ
ସମକକ୍ଷ : ପୂର୍ଣ୍ଣ
ଅନ୍ୟ ଭାଷାରେ ଅନୁବାଦ :