ଅର୍ଥ : ଚୁଲିରେ ଶସ୍ୟ ଭାଜିବା କାମ କରୁଥିବା ଏକ ଜାତି
ଉଦାହରଣ :
ଆଜି ଏଠାରେ ଭଜାଳିମାନଙ୍କ ପଞ୍ଚାୟତ ହେବାର ଅଛି
ଅନ୍ୟ ଭାଷାରେ ଅନୁବାଦ :
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jati