ଅର୍ଥ : ଚିନ୍ତାକରିବା, ବୁଝିବାଏବଂ ନିଷ୍ପତ୍ତି ନେବାର ବୃତ୍ତି ବା ମାନସିକ ଶକ୍ତି
ଉଦାହରଣ :
ଅନ୍ୟମାନଙ୍କର ବୁଦ୍ଧିରେ ଘୋଡ଼ାଚଢ଼ିବା ଅପେକ୍ଷା ନିଜ ବୁଦ୍ଧିରେ ଘାଷକାଟିବା ବହୁତ ଭଲ
ସମକକ୍ଷ : ବିଚାର
ଅନ୍ୟ ଭାଷାରେ ଅନୁବାଦ :
सोचने समझने और निश्चय करने की वृत्ति या मानसिक शक्ति।
औरों की बुद्धि से राजा बनने की अपेक्षा अपनी बुद्धि से फ़कीर बनना ज़्यादा अच्छा है।ଅର୍ଥ : ପ୍ରତ୍ୟେକ ବସ୍ତୁ ଓ ବିଷୟରେ ମନ ବା ବିବେକର ଅବଗତି
ଉଦାହରଣ :
ତାଙ୍କର ସଂସ୍କୃତରେ ଭଲ ଜ୍ଞାନ
ଅନ୍ୟ ଭାଷାରେ ଅନୁବାଦ :