ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବୁଣିବାର ପ୍ରକ୍ରିୟା
ଉଦାହରଣ : ମାଳତୀ ସ୍ୱେଟର ବୁଣାବୁଣି କରୁଛି
ସମକକ୍ଷ : ପଟକର୍ମ, ବୟନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
बुनने की क्रिया।
Creating knitted wear.
ଅର୍ଥ : ବୁଣିହେବା ବା ବିଞ୍ଚିହେବାର ଅବସ୍ଥା ବା ଭାବ
ଉଦାହରଣ : ଖେତରେ ମଞ୍ଜି ବୁଣା ଠିକଭାବେ ହେବା ଉଚିତ
ସମକକ୍ଷ : ବୁଣା, ବୁଣିବାକାମ
छितराने या बिखरने की अवस्था या भाव।
A haphazard distribution in all directions.
ଅର୍ଥ : ବୁଣାକାରର କାମ
ଉଦାହରଣ : ସଞ୍ଜୟ ବୁଣାକାମ କରି ଭଲ ପଇସା ରୋଜଗାର କରୁଛି
ସମକକ୍ଷ : ବୁଣାକାମ
बुनकर का काम।
Creating fabric.
ସଂସ୍ଥାପନ କରନ୍ତୁ