ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୀରଗତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୀରଗତି   ବିଶେଷ୍ୟ

ଅର୍ଥ : ଯୁଦ୍ଧକ୍ଷେତ୍ରରେ ବୀରତ୍ବ ସହକାରେ ଲଢି ମରିଥିବା ସୈନ୍ୟଙ୍କୁ ପ୍ରାପ୍ତ ହେଉଥିବା ଶୁଭଗତି

ଉଦାହରଣ : ଦିଲ୍ଲୀର ଇଣ୍ଡିଆ ଗେଟର ପ୍ରାଚୀରରେ ବୀରଗତିପ୍ରାପ୍ତ ସିପାହୀମାନଙ୍କ ନାମ ଲେଖାଯାଇଛି


ଅନ୍ୟ ଭାଷାରେ ଅନୁବାଦ :

युद्ध क्षेत्र में वीरतापूर्वक लड़ते हुए मारे जाने पर योद्धाओं को प्राप्त होने वाली शुभ-गति।

दिल्ली के इंडिया गेट की दीवारों पर वीरगति प्राप्त सिपाहियों के नाम खुदे हैं।
वीरगति