ଅର୍ଥ : ଯେ ବିବେକୀ ନୁହେଁ ବା ଯାହାର ଭଲ ଖରାପର ଜ୍ଞାନ ନାହିଁ
ଉଦାହରଣ :
ଅବିବେକୀ କଂସ ଭଗବାନ କୃଷ୍ଣଙ୍କୁ ମାରିବାକୁ ଅନେକ ପ୍ରୟାସକଲା ମାତ୍ର ସଫଳ ହୋଇପାରିଲା ନାହିଁ
ସମକକ୍ଷ : ଅଜ୍ଞାନୀ, ଅବିଚାରୀ, ଅବିବେକୀ, ଅବୋଧ
ଅନ୍ୟ ଭାଷାରେ ଅନୁବାଦ :
Lacking sense or discretion.
His rattlebrained crackpot ideas.