ଅର୍ଥ : ବିବିଧ ବନାଇବା ବା ବିବିଧତା ଆଣିବାର କ୍ରିୟା
ଉଦାହରଣ :
ଶିବିରରେ କୃଷକଙ୍କୁ ଫସଲରେ ବିବିଧିକରଣକୁ ଆପଣେଇବାରେ ମିଳୁଥିବା ଲାଭ ବିଷୟରେ ଜଣାଇଦିଆଯାଉଥିଲା
ଅନ୍ୟ ଭାଷାରେ ଅନୁବାଦ :
The act of introducing variety (especially in investments or in the variety of goods and services offered).
My broker recommended a greater diversification of my investments.