ଅର୍ଥ : ମହାରାଷ୍ଟ୍ରରେ ଜନ୍ମିତ ଜଣେ ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ
ଉଦାହରଣ :
ବିନାୟକ ଦାମୋଦର ସବରକର ଜଣେ ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ହେବା ସହିତ ଜଣେ କୁଶଳୀ ଲେଖକ, ବକ୍ତା ଓ ସମାଜସେବୀ ମଧ୍ୟ ଥିଲେ
ସମକକ୍ଷ : ବୀର ସବରକର
ଅନ୍ୟ ଭାଷାରେ ଅନୁବାଦ :
महाराष्ट्र में जन्में एक प्रसिद्ध स्वतंत्रता सेनानी।
विनायक दामोदर सावरकर एक प्रसिद्ध स्वतंत्रता सेनानी होने के साथ ही साथ एक कुशल लेखक, वक्ता और समाजसेवक थे।