ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପଥରର ଅତି କ୍ଷୁଦ୍ର ଅଂଶ ଯାହା କାଳକ୍ରମେ ବର୍ଷା ଜଳଦ୍ୱାରା ଭାସିଆସି ନଦୀ କୂଳରେ ଜମାହୋଇଥାଏ କିମ୍ବା ଅନୁର୍ବର ଜମି ବା ମରୁଭୂମିରେ ମିଳେ
ଉଦାହରଣ : ମରୁଭୂମିରେ ବଡ଼ବଡ଼ ବାଲୁକା ସ୍ତୁପ ଦେଖିବାକୁ ମିଳେ
ସମକକ୍ଷ : ବାଲିସ୍ତର
ଅନ୍ୟ ଭାଷାରେ ଅନୁବାଦ :हिन्दी English
पत्थर का वह बहुत ही महीन चूर्ण जो वर्षा के जल के साथ आकर नदियों के किनारे जम जाता या ऊसर ज़मीनों और रेगिस्तानों में भरा हुआ मिलता है।
A loose material consisting of grains of rock or coral.
ସଂସ୍ଥାପନ କରନ୍ତୁ