ଅର୍ଥ : ଯେଉଁ ବ୍ୟକ୍ତି ବାର୍ତ୍ତା ନେବା ଆଣିବା କରେ
ଉଦାହରଣ :
ବାର୍ତ୍ତାବହ ଅଜାଙ୍କ ଖବର ମାଆଙ୍କୁ ଶୁଣାଇଲା
ସମକକ୍ଷ : ସନ୍ଦେଶବାହକ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ଖବର ପହୁଞ୍ଚାଏ
ଉଦାହରଣ :
ଆଜିବି କେତେକ ସ୍ଥାନରେ ବାର୍ତ୍ତାବହ ପାରା ବ୍ୟବହାର କରାଯାଏ
ସମକକ୍ଷ : ଖବରବାହକ, ବାର୍ତ୍ତାବହନକାରୀ, ବାର୍ତ୍ତାବାହକ, ସନ୍ଦେଶ ବାହକ
ଅନ୍ୟ ଭାଷାରେ ଅନୁବାଦ :
संदेश पहुँचाने वाला।
कुछ स्थानों पर आज भी संदेशवाहक कबूतरों का उपयोग होता है।