ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପଶା ଖେଳର ଏକ ଦାନ
ଉଦାହରଣ : ବୁଦ୍ଧିମାନ୍ ପଶାଖେଳାଳି ଏକ ସୈନିକ ଦ୍ୱାରା ବାଦଶାହାକୁ ମାରିଲା
ସମକକ୍ଷ : ରାଜା
ଅନ୍ୟ ଭାଷାରେ ଅନୁବାଦ :हिन्दी English
शतरंज का एक मोहरा।
(chess) the weakest but the most important piece.
ଅର୍ଥ : ବଡ଼ ମୋଗଲ ସମ୍ରାଟ
ଉଦାହରଣ : କେତେକ ବାଦଶାହା କୃଷକଙ୍କ ଉପରେ ଅନେକ ପ୍ରକାରର ଖଜଣା ଲଦି ଦେଉଥିଲେ
ସମକକ୍ଷ : ଶାହ, ସୁଲତାନ
बड़ा मुगल राजा।
The ruler of a Muslim country (especially of the former Ottoman Empire).
ଅର୍ଥ : ଯେଉଁ ଖେଳାଳୀ କୌଣସି ବିଶେଷ ଖେଳର କ୍ଷେତ୍ରରେ ଶୀର୍ଷରେ ବା ସବୁଠୁ ଉପରେ
ଉଦାହରଣ : ଫେଡ଼େରର ଟେନିସର ବାଦଶାହା ସାନିଆ ବି କେବେ ଟେନିସର ରାଣୀ ହୋଇପାରେ
ସମକକ୍ଷ : ରାଣୀ
* वह खिलाड़ी जो किसी विशेष खेल के क्षेत्र में चोटी पर या सबसे ऊपर हो।
A competitor who holds a preeminent position.
ଅର୍ଥ : ବାଦ୍ଶାହ ଚିତ୍ରିତ ତାସ୍
ଉଦାହରଣ : ସେ ରଙ୍ଗ ଦୁଆରେ ବାଦଶାହାକୁ କାଟିଲା
बादशाह के चित्र वाला ताश का एक पत्ता।
One of the four playing cards in a deck bearing the picture of a king.
ସଂସ୍ଥାପନ କରନ୍ତୁ