ଅର୍ଥ : ଗତିରେ ଅବରୁଦ୍ଧ ସୃଷ୍ଟି ହେବା
ଉଦାହରଣ :
ଚାଲୁ ଚାଲୁ ଅଚାନକ ମୋ ମଟରସାଇକେଲ୍ ଅଟକି ଗଲା
ସମକକ୍ଷ : ଅଟକିବା, ଗତିରୋଧ ହେବା
ଅନ୍ୟ ଭାଷାରେ ଅନୁବାଦ :
गति में अवरोध उत्पन्न होना।
चलते-चलते अचानक मेरी मोटरसाइकिल रुक गई।ଅର୍ଥ : ରୁଦ୍ଧ ହେବା ବା ଅଟକିବା
ଉଦାହରଣ :
ନାବଦାନ ଅବରୁଦ୍ଧ ହୋଇଗଲା
ସମକକ୍ଷ : ଅଟକିଯିବା, ଅବରୁଦ୍ଧହେବା, ଫସିଯିବା, ବାଧାପଡ଼ିବା
ଅନ୍ୟ ଭାଷାରେ ଅନୁବାଦ :
रुधाँ या रुका हुआ होना।
नाबदान अवरुद्ध हो गया है।