ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ବାକି ହୋଇଥିବା କାରଣରୁ ଦିଆଯାଏ
ଉଦାହରଣ : ରମେଶ ବକେୟା ଋଣ ଶୀଘ୍ର ଫେରାଇଦେବାକୁ ପ୍ରତିଶ୍ରୁତି ଦେଇଛି
ସମକକ୍ଷ : ବାକିଥିବା
ଅନ୍ୟ ଭାଷାରେ ଅନୁବାଦ :हिन्दी
जो लौटाये या दिये जाने को हो।
ଅର୍ଥ : ବାକି ହୋଇଥିବା କାରଣରୁ ଯାହା କାହାଠାରୁ ପାଇବାକୁ ଅଛି ବା ନେବାକୁ ଅଛି
ଉଦାହରଣ : ଆପଣ ମୋତେ ଏପର୍ୟନ୍ତ ବକେୟା ଧନ ଦେଇ ନାହାନ୍ତି
ସମକକ୍ଷ : ବାକି
जो बाकी होने के कारण किसी से पाना हो या लिया जाना हो।
ସଂସ୍ଥାପନ କରନ୍ତୁ