ଅର୍ଥ : ଜଣେ ପୂର୍ବପୁରୁଷଙ୍କ ଠାରୁ ଜନ୍ମିତ ବ୍ୟକ୍ତିଗଣ ବା ବଂଶ ସମୂହ
ଉଦାହରଣ :
ଉଚ୍ଚକୁଳରେ ଜନ୍ମନେଲେ କେହି ଉଚ୍ଚ ହୋଇଯାଏ ନାହିଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : (ଜୀବବିଜ୍ଞାନ) ଜୀବ ବର୍ଗୀକରଣାତ୍ମକ ବର୍ଗ ଯେଉଁଥିରେ ଗୋଟିଏ ବା ଏକାଧିକ ପ୍ରଜାତି ରହିଥାନ୍ତି
ଉଦାହରଣ :
ବେଙ୍ଗର ବୈଜ୍ଞାନିକ ନାମ ରାନା ଟିଗ୍ରୀନା ଯେଉଁଥିରେ ରାନା ବେଙ୍ଗ ବଂଶର
ଅନ୍ୟ ଭାଷାରେ ଅନୁବାଦ :
(जीवविज्ञान) जीव का वर्गीकरणात्मक वर्ग जिसमें एक या एक से अधिक प्रजातियाँ हों।
मेढक का वैज्ञानिक नाम राना टिग्रीना है जसमें राना मेढक का वंश है।(biology) taxonomic group containing one or more species.
genusଅର୍ଥ : ବାରହାତର ଏକ ମାପ
ଉଦାହରଣ :
ଏହି ଲୁଗା ଏକ ବଂଶ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଖଡ୍ଗର ମଧ୍ୟଭାଗ
ଉଦାହରଣ :
ବଂଶ ଉଚ୍ଚା ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :