ଅର୍ଥ : ପ୍ରଶିକ୍ଷିତ ଲୋକମାନଙ୍କର ଯେଉଁ ଦଳ ଗତିଶୀଳ ଥାଆନ୍ତି ଏବଂ ବିପଦ ପରିସ୍ଥିତିରେ ଅତି ଶୀଘ୍ର ଘଟଣା ସ୍ଥଳରେ ପହଞ୍ଚିଯାଆନ୍ତି
ଉଦାହରଣ :
ସରକାର ବନ୍ୟାଗ୍ରସ୍ତ ଅଞ୍ଚଳକୁ ତୁରନ୍ତ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ଼୍ ପଠେଇଲେ
ଅନ୍ୟ ଭାଷାରେ ଅନୁବାଦ :
प्रशिक्षित लोगों का वह वर्ग जो गतिशील होता है तथा संकट की स्थिति में जल्द से जल्द घटना स्थल पर पहुँच जाता है।
सरकार ने बाढ़ग्रस्त इलाके में तुरन्त उड़नदस्ता भेजा।A mobile group of trained people (police or executives or officials) able to move quickly in the case of emergencies.
flying squad