ଅର୍ଥ : ଦୋକାନୀ କୌଣସି ବିକ୍ରି ହୋଇଥିବା ଜିନିଷକୁ ଫେରସ୍ତ ନେଲାବେଳେ ବିକ୍ରିମୂଲ୍ୟରୁ ଯେଉଁ ଅଂଶ କାଟି ନିଏ
ଉଦାହରଣ :
ବଣିଆ ହାରର ଫେରସ୍ତ ମୂଲ୍ୟ ବହୁତ ଅଧିକ ନେଲା
ଅନ୍ୟ ଭାଷାରେ ଅନୁବାଦ :
वह धन जो दुकानदार किसी बेची हुई वस्तु को वापस लेते समय विक्रय-मूल्य में से काट लेता है।
सुनार ने हार की फिरौती बहुत ज्यादा ली।