ଅର୍ଥ : ଫିଲିମ୍ ନିର୍ମାଣ କରୁଥିବା ବା ପ୍ରସ୍ତୁତ କରୁଥିବା ବ୍ୟକ୍ତି
ଉଦାହରଣ :
ମୋହନ ଜଣେ କୁଶଳ ଫିଲିମ୍-ନିର୍ମାତା ହେବାକୁ ଚାହୁଁଛି
ସମକକ୍ଷ : ଫିଲିମ୍-ପ୍ରଡ୍ୟୁସର୍
ଅନ୍ୟ ଭାଷାରେ ଅନୁବାଦ :
वह जो फिल्म का निर्माण करता है या बनाता है।
मोहन एक कुशल फिल्म-निर्माता बनना चाहता है।