ଅର୍ଥ : ମୃଦଙ୍ଗର ବାରଟି ପ୍ରବନ୍ଧ ମଧ୍ୟରୁ ଗୋଟିଏ
ଉଦାହରଣ :
ତାହାର ପ୍ରହରଣରେ ପୂର୍ଣ୍ଣ ଜ୍ଞାନ ରହିଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପରଦା ଥିବା ସବାରି ବା ଗାଡ଼ି
ଉଦାହରଣ :
ପ୍ରହରଣରେ ବସି ଲୋକ ମେଳା ଦେଖିବାକୁ ଯାଉଛନ୍ତି
ଅନ୍ୟ ଭାଷାରେ ଅନୁବାଦ :