ଅର୍ଥ : ଉତ୍ତେଜନା ବା ପ୍ରଭାବ କମ କରୁଥିବା ଔଷଧ
ଉଦାହରଣ :
ଉତ୍ତେଜନା ଦୂର କରିବାପାଇଁ ସେ କିଛି ପ୍ରଶମିତ ଔଷଧ ଖାଉଛି
ସମକକ୍ଷ : ଉପଶମିତ ଔଷଧ
ଅନ୍ୟ ଭାଷାରେ ଅନୁବାଦ :
तनाव व दबाव को कम करने वाली औषधि।
तनाव को दूर करने के लिए वह कोई प्रशामक औषध खा रहा है।A drug used to reduce stress or tension without reducing mental clarity.
antianxiety agent, ataractic, ataractic agent, ataractic drug, tranquilizer, tranquilliser, tranquillizer