ଅର୍ଥ : ଯେଉଁ ବସ୍ତୁର ଉଲ୍ଲେଖ ଧାର୍ମିକ ଗ୍ରନ୍ଥଆଦିରେ ମିଳିଥାଏ
ଉଦାହରଣ :
ଅମୃତ ଏକ ପୌରାଣିକ ବସ୍ତୁ
ସମକକ୍ଷ : ପୁରାଣ ବର୍ଣ୍ଣିତ ବସ୍ତୁ, ପୁରାଣୀୟ ବସ୍ତୁ, ପୌରାଣୀୟ ବସ୍ତୁ
ଅନ୍ୟ ଭାଷାରେ ଅନୁବାଦ :
वह वस्तु जिसका उल्लेख धार्मिक ग्रंथों आदि में मिलता है।
अमृत एक पौराणिक वस्तु है।