ଅର୍ଥ : କାଗଜ ଉପରେ ଲେଖିବା କାମରେ ଆସୁଥିବା ଏକ ଉପକରଣ ଯେଉଁଥିରେ ସୀସା, ରଙ୍ଗୀନ ଖଡ଼ିଆଦିର କାଠି ଭର୍ତ୍ତି ହୋଇ ରହି ଥାଏ
ଉଦାହରଣ :
ଛାତ୍ରଟି ପେନ୍ସିଲରେ ରେଖାଚିତ୍ର ତିଆରି କରୁଛି
ଅନ୍ୟ ଭାଷାରେ ଅନୁବାଦ :
कागज पर लिखने के काम आने वाला वह उपकरण जिसमें सीसे, रंगीन खड़िया आदि की सलाई भरी होती है।
छात्र पेंसिल से रेखाचित्र बना रहा है।
पेंसिल,
पेन्सिल
A thin cylindrical pointed writing implement. A rod of marking substance encased in wood.
pencil