ଅର୍ଥ : କାଚର ଘର ଯେଉଁଥିରେ ଗଛକୁ ଶୀତ ଦାଉରୁ ବଞ୍ଚେଇ ରଖାଯାଇଥାଏ
ଉଦାହରଣ :
କୃଷି ବୈଜ୍ଞାନିକ ପୁଷ୍ପଗୃହରେ ଥିବା ଗଛର ଅଧ୍ୟୟନ କରୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
शीशे का घर जिसमें पौधे शीत से बचाकर रखे जाते हैं।
कृषि वैज्ञानिक पुष्पगृह में रखे पौधे का अध्ययन कर रहा है।
पुष्पगृह