ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ଲୋକଦ୍ୱାରା ପୂର୍ବରୁ ପିନ୍ଧାଯାଇଥିବା ପୋଷାକ ଯାହାର ବ୍ୟବହାର ସେ ଏବେ କରୁନାହିଁ
ଉଦାହରଣ : ଶୀଲା ତା ଶରୀରକୁ ଢାଙ୍କିବାପାଇଁ ତା ଭାଉଜଙ୍କ ପାଲଟାଲୁଗା ପିନ୍ଧୁଛି
ସମକକ୍ଷ : ପାଲଟାଲୁଗା, ବ୍ୟବହୃତ ବସ୍ତ୍ର
ଅନ୍ୟ ଭାଷାରେ ଅନୁବାଦ :हिन्दी
किसी के द्वारा पहनकर उतारे हुए वे पुराने कपड़े जिनका उपयोग अब वह न करता हो।
ଅର୍ଥ : ଯାହା ପିନ୍ଧା ଯାଏ
ଉଦାହରଣ : ମୁଁ ମୋର ସବୁ ପିନ୍ଧାଲୁଗା ଧୋଇ ଦେଇଛି
ସମକକ୍ଷ : ପରିଧେୟ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जो पहना जाए।
Suitable for wear or able to be worn.
ସଂସ୍ଥାପନ କରନ୍ତୁ