ଅର୍ଥ : ବାସନଗୁଡ଼ିକ ବ୍ୟବହାରଯୋଗ୍ୟ କରିବା ପୂର୍ବରୁ ସେଥିରେ ପାଣି ଭର୍ତ୍ତିକରି ରଖିବା
ଉଦାହରଣ :
ମାଆ ଗରାକୁ ଅତିକମରେ ଚବିଶ ଘଣ୍ଟା ପାଣିଭରି ରଖନ୍ତି
ଅନ୍ୟ ଭାଷାରେ ଅନୁବାଦ :
बर्तनों को उपयोग में लाने से पूर्व उसमें पानी भरकर रखना।
माँ घड़े को कम-से-कम चौबीस घंटे अँबासती हैं।