ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବସ୍ତୁ ଆଦିର ମାତ୍ରାରୁ ତାର ଚାରି ଗୁଣା ଆହୁରି ଅଧିକ ମାତ୍ରା
ଉଦାହରଣ : ପାଞ୍ଚର ପାଞ୍ଚଗୁଣା ପଚିଶ
ଅନ୍ୟ ଭାଷାରେ ଅନୁବାଦ :हिन्दी
किसी वस्तु आदि की मात्रा से उतनी चार बार और अधिक मात्रा जितनी की वह हो।
ଅର୍ଥ : ଯେତିକି ଅଛି ତାଠୁ ସେତିକି ଚାରିଥର ଅଧିକ
ଉଦାହରଣ : ମୋ ପାଖରେ ଆପଣଙ୍କ ତୁଳନାରେ ପାଞ୍ଚଗୁଣା ଟଙ୍କା ଅଛି
जितना हो उससे उतना चार बार और अधिक।
ସଂସ୍ଥାପନ କରନ୍ତୁ