ଅର୍ଥ : କେତେକ ରାଜ୍ୟରେ ପଶୁମାନଙ୍କ କିଣାବିକା ଉପରେ ନିଆଯାଉଥିବା କର
ଉଦାହରଣ :
ଗୋରୁହାଟରେ କେତେଜଣ କର୍ମଚାରୀ ପଶୁକର ଆଦାୟ କରୁଥିଲେ
ଅନ୍ୟ ଭାଷାରେ ଅନୁବାଦ :
Charge against a citizen's person or property or activity for the support of government.
revenue enhancement, tax, taxation