ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପର୍ତ୍ତୁଗୀଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପର୍ତ୍ତୁଗୀଜ   ବିଶେଷ୍ୟ

ଅର୍ଥ : ପର୍ତ୍ତୁଗାଲ ଲୋକମାନଙ୍କର ଭାଷା

ଉଦାହରଣ : ସେମାନେ ଦୁଇଜଣ ପର୍ତ୍ତୁଗୀଜରେ କଥାବାର୍ତ୍ତା କରୁଥିଲେ

ସମକକ୍ଷ : ପର୍ତ୍ତୁଗୀଜ ଭାଷା


ଅନ୍ୟ ଭାଷାରେ ଅନୁବାଦ :

पुर्तगाल के लोगों की भाषा।

वे दोनों पुर्तगाली में बातें कर रहे थे।
पुर्तगाली, पुर्तगाली भाषा, पुर्तगाली-भाषा, पोर्चगीज़, पोर्तगीज़

The Romance language spoken in Portugal and Brazil.

portuguese

ଅର୍ଥ : ପର୍ତ୍ତୁଗାଲ ନିବାସୀ

ଉଦାହରଣ : କେରଳକୁ ଆସିଥିବା କ୍ୟାଥୋଲିକ ପର୍ତ୍ତୁଗୀଜମାନଙ୍କୁ ଏଠାକାର ଇହୁଦୀ ଭଲ ଲାଗୁନଥିଲେ

ସମକକ୍ଷ : ପର୍ତ୍ତୁଗାଲବାସୀ, ପର୍ତ୍ତୁଗାଲୀ


ଅନ୍ୟ ଭାଷାରେ ଅନୁବାଦ :

पुर्तगाल में रहनेवाला व्यक्ति।

केरल में आए कैथोलिक पुर्तगालियों को यहाँ के यहूदी अच्छे नहीं लगते थे।
पुर्तगाल-वासी, पुर्तगालवासी, पुर्तगाली, पोर्चगीज़, पोर्तगीज़

A native or inhabitant of Portugal.

portuguese

ପର୍ତ୍ତୁଗୀଜ   ବିଶେଷଣ

ଅର୍ଥ : ପର୍ତ୍ତୁଗାଲୀ ଭାଷାର ବା ପର୍ତ୍ତୁଗାଲୀ ଭାଷା ସଂବନ୍ଧିତ

ଉଦାହରଣ : ଏହି ପର୍ତ୍ତୁଗୀଜ କବିତା ବହୁତ ଭଲ