ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପଚାଶ ପଇସାର ମୁଦ୍ରା
ଉଦାହରଣ : ମୋ ପାଖରେ ଏବେ ଆଠଣିଟିଏ ବି ନାହିଁ ଆଉ ଆପଣ ଟଙ୍କାଟେ ମାଗୁଛନ୍ତି
ସମକକ୍ଷ : ଅଧୁଲି, ଆଠଣା, ଆଠଣି
ଅନ୍ୟ ଭାଷାରେ ଅନୁବାଦ :हिन्दी
पचास पैसे का सिक्का।
ସଂସ୍ଥାପନ କରନ୍ତୁ