ଅର୍ଥ : ସମାଚାର ପ୍ରସ୍ତୁତ କରୁଥିବା ଚାନେଲ୍
ଉଦାହରଣ :
ଆଜତକ,ଜୀ ନ୍ୟୁଜ,ଜିୟୋ ନ୍ୟୁଜ,ବିବିସି ନ୍ୟୁଜ ଆଦି କେତେକ ସମାଚାର ଚାନେଲ
ସମକକ୍ଷ : ସମାଚାର ଚାନେଲ
ଅନ୍ୟ ଭାଷାରେ ଅନୁବାଦ :
वह चैनल जो समाचार प्रस्तुत करता है।
आज तक, ज़ी न्यूज़, जियो न्यूज़, बीबीसी न्यूज़ आदि कई समाचार चैनल हैं।