ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଡାକ ବା କଥା କେହି ଶୁଣିବାକୁ ନ ଥାଏ
ଉଦାହରଣ : ତାଙ୍କ ବୃଥାକାନ୍ଦଣା ଗୃହର ଚାରିକାନ୍ଥରେ ଧକ୍କା ଖାଇ ଫେରି ଆସୁଥିଲା
ସମକକ୍ଷ : ଅରଣ୍ୟରୋଦନ, ବୃଥାକାନ୍ଦଣା, ବୃଥାରୋଦନ
ଅନ୍ୟ ଭାଷାରେ ଅନୁବାଦ :हिन्दी
ऐसी पुकार या कथन जिसका कोई सुनने वाला न हो।
ସଂସ୍ଥାପନ କରନ୍ତୁ