ଅର୍ଥ : କୌଣସି ଗୁମାସ୍ତାକୁ କୌଣସି କାମରେ ନିଯୁକ୍ତି କରିବାକୁ ଦିଆଯାଇଥିବା ଅଭିଲେଖ ବା ଦସ୍ତାବିଜ
ଉଦାହରଣ :
ଗୁମାସ୍ତା ନିର୍ବାହ ଆଦେଶ ନେଇ କାର୍ଯ୍ୟାଳୟରୁ ବାହାରକୁ ଆସିଲା
ଅନ୍ୟ ଭାଷାରେ ଅନୁବାଦ :
वह अभिलेख या दस्तावेज जो किसी कारिंदे को किसी कार्य में नियुक्त करने के दिया जाता है।
कारिंदा अमलपट्टा लेकर दफ्तर से बाहर आ गया।