ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଘାଟରେ ଧୋବା ଲୁଗା କପଡ଼ାଆଦି ଧୋଇଥାଏ
ଉଦାହରଣ : ମୁଁ ଆଜି ଚାଲୁଚାଲୁ ଧୋବାତୁଠ ପର୍ଯ୍ୟନ୍ତ ପହଞ୍ଚିଗଲି
ସମକକ୍ଷ : ଧୋବାଘାଟ
ଅନ୍ୟ ଭାଷାରେ ଅନୁବାଦ :हिन्दी
वह घाट जहाँ धोबी लोग कपड़े धोते हैं।
ସଂସ୍ଥାପନ କରନ୍ତୁ