ଅର୍ଥ : ମାଛ ଧରୁଥିବା ଏକ ଜାତି
ଉଦାହରଣ :
କେତେକ ଗ୍ରାମୀଣ କ୍ଷେତ୍ରରେ ଏବେବି କେଉଟ ଜାତି ନିଜ ପେଶାରେ ଲାଗିଛନ୍ତି
ସମକକ୍ଷ : କେଉଟ, କୈବର୍ତ୍ତ, ମାଛୁଆ
ଅନ୍ୟ ଭାଷାରେ ଅନୁବାଦ :
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jatiଅର୍ଥ : ଯିଏ ମାଛ ଧରି ବିକ୍ରିକରେ
ଉଦାହରଣ :
ସମୁଦ୍ରରେ ଝଡ଼ ଆସିବାରୁ ଧୀବରମାନେ ମାଛ ଧରିବାକୁ ଯାଇପାରିଲେ ନାହିଁ
ଅନ୍ୟ ଭାଷାରେ ଅନୁବାଦ :