ଅର୍ଥ : ଗୋଟିଏ ପରେ ଗୋଟିଏ ଲଗାତାର ଧାଡ଼ିରେ ରହିବା
ଉଦାହରଣ :
ନଦୀର ଦୁଇକୂଳରେ ଗଛଗୁଡ଼ିକ ଧାଡ଼ିରେ ଅଛନ୍ତି
ସମକକ୍ଷ : ପଂକ୍ତିବଦ୍ଧହେବା, ଶ୍ରେଣୀବଦ୍ଧହେବା
ଅନ୍ୟ ଭାଷାରେ ଅନୁବାଦ :
एक के बाद एक लगातार कतार में होना।
नदी के दोनों किनारों पर वृक्ष पंक्तिबद्ध हैं।