ଅର୍ଥ : କାନ୍ଥ ଇତ୍ୟାଦିରେ ଚୂନ ବା ଧଳା ରଙ୍ଗର ଲେପ
ଉଦାହରଣ :
ସବୁ ଦୀପାବଳୀରେ ମୋ ଘରକୁ ଧଉଳାଯାଏ
ସମକକ୍ଷ : ଧଉଳାଇବା, ଧବଳ କରିବା, ସଫେଦ କରିବା
ଅନ୍ୟ ଭାଷାରେ ଅନୁବାଦ :
Wash consisting of lime and size in water. Used for whitening walls and other surfaces.
whitewash