ଅର୍ଥ : ଧର୍ମ ଶିକ୍ଷା ଦେଉଥିବା ସ୍ତ୍ରୀ
ଉଦାହରଣ :
ଏହି ବାଳିକା ବିଦ୍ୟାଳୟରେ ମାସକୁ ଦିନେ ଜଣେ ଧର୍ମ ଶିକ୍ଷିକା ଆସି ଧର୍ମ ସମ୍ବନ୍ଧୀୟ ଉପଦେଶ ଦେଇଥାନ୍ତି
ସମକକ୍ଷ : ଧର୍ମ ଗୁରୁମାତା, ଧର୍ମ ଶିକ୍ଷିକା, ଧର୍ମାଚାର୍ଯ୍ୟା
ଅନ୍ୟ ଭାଷାରେ ଅନୁବାଦ :
धर्म की शिक्षा देने वाली स्त्री।
इस बालिका विद्यालय में महीने में एक दिन एक धर्मशिक्षिका आकर धर्म संबंधी उपदेश देती हैं।