ଅର୍ଥ : ସତେଇଶଟି ନକ୍ଷତ୍ର ମଧ୍ୟରୁ ତେଇଶତମ ନକ୍ଷତ୍ର
ଉଦାହରଣ :
ପାଞ୍ଚଟି ତାରା ସଂଯୁକ୍ତ ହୋଇଥିବା ଧନିଷ୍ଠା ନକ୍ଷତ୍ର ନଅଟି ଉର୍ଦ୍ଧ୍ୱ ନକ୍ଷତ୍ରମାନଙ୍କ ମଧ୍ୟରେ ଅବସ୍ଥିତ
ସମକକ୍ଷ : ଧନିଷ୍ଠାନକ୍ଷତ୍ର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ସମୟରେ ଚନ୍ଦ୍ର ଧନିଷ୍ଠା ନକ୍ଷତ୍ରରେ ଥାଏ
ଉଦାହରଣ :
ଧନିଷ୍ଠା ନକ୍ଷତ୍ରରେ ତାଙ୍କୁ ଧନ ପ୍ରାପ୍ତି ହେଲା
ସମକକ୍ଷ : ଧନିଷ୍ଠା ନକ୍ଷତ୍ର
ଅନ୍ୟ ଭାଷାରେ ଅନୁବାଦ :