ଅର୍ଥ : ଧର୍ମଗ୍ରନ୍ଥରେ ବର୍ଣ୍ଣିତ ଚାରି ଯୁଗ ମଧ୍ୟରୁ ତୃତୀୟ ଯୁଗ ଯାହା ଛୟାଶୀ ଲକ୍ଷ ଚାରି ହଜାର ବର୍ଷ ବୋଲି ବିଚାର କରାଯାଏ
ଉଦାହରଣ :
ଭଗବାନ କୃଷ୍ଣଙ୍କ ଜନ୍ମ ଦ୍ୱାପର ଯୁଗରେ ହୋଇଥିଲା
ସମକକ୍ଷ : ଦ୍ୱାପର
ଅନ୍ୟ ଭାଷାରେ ଅନୁବାଦ :
धर्म-ग्रंथों में वर्णित चार युगों में से तीसरा युग,जो छियासी लाख चार हजार वर्षों का माना जाता है।
भगवान कृष्ण का जन्म द्वापर में हुआ था।