ଅର୍ଥ : ଭୌତିକ ଶାସ୍ତ୍ରର ଏହି ଶାଖା ଯେଉଁଥିରେ ଗତିଶୀଳ ତରଳପଦାର୍ଥର ଶକ୍ତିର ଉପଯୋଗିତା ବିଷୟରେ ଅଧ୍ୟୟନ କରାଯାଏ
ଉଦାହରଣ :
ଫୁଆରା ହେଉଛି ଦ୍ରବ-ଗତିବିଜ୍ଞାନର ଦାନ
ସମକକ୍ଷ : ଦ୍ରବ ଗତିବିଜ୍ଞାନ
ଅନ୍ୟ ଭାଷାରେ ଅନୁବାଦ :
भौतिक शास्त्र की वह शाखा जिसमें गतिमान द्रव के बल की उपयोगिता का अध्ययन किया जाता है।
फुहारा द्रव-गतिविज्ञान की देन है।