ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୋଳାଯନ୍ତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୋଳାଯନ୍ତ୍ର   ବିଶେଷ୍ୟ

ଅର୍ଥ : ଅର୍କ ବାହାର କରିବା ଯନ୍ତ୍ର

ଉଦାହରଣ : ବୈଦ୍ୟ ଦୋଳାଯନ୍ତ୍ର ଦ୍ୱାରା କିଛି ବନସ୍ପତିରୁ ଅର୍କ ବାହାର କରୁଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

अर्क खींचने का यंत्र।

वैद्य जी अधोयंत्र से कुछ वनस्पतियों के अर्क निकाल रहे हैं।
अधोयंत्र, दोलायंत्र