ଅର୍ଥ : ଦୃଷ୍ଟି ସମ୍ବନ୍ଧୀୟ ବୋଧ ବା ଅଭିଜ୍ଞତାର ଅବସ୍ଥା
ଉଦାହରଣ :
ତା ପତ୍ନୀର ଦୃଷ୍ଟିବୋଧ ତାକୁ ଯଥାର୍ଥତା ସହିତ ପରିଚିତ କରାଇଲା
ସମକକ୍ଷ : ଦୃଷ୍ଟି
ଅନ୍ୟ ଭାଷାରେ ଅନୁବାଦ :
* दृष्टि संबंधी बोध या अभिज्ञता की अवस्था।
उसकी पत्नी की दृष्टि ने उसे यथार्थता से परिचित कराया।An instance of visual perception.
The sight of his wife brought him back to reality.