ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୁହାଁମୂଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୁହାଁମୂଲ   ବିଶେଷ୍ୟ

ଅର୍ଥ : ଗାଈ, ମଇଁଷି ଆଦି ଦୁହିଁବାର ପାରିଶ୍ରମିକ

ଉଦାହରଣ : ଗଉଡ଼ ପ୍ରତିମାସରେ ଦୁଇଶହ ଟଙ୍କା ଲେଖାଏଁ ଦୁହାଁମଜୁରି ନେଉଛି

ସମକକ୍ଷ : ଦୁହାଁମଜୁରି, ଦୁହିଁବାମଜୁରି, ଦୁହିଁବାମୂଲ


ଅନ୍ୟ ଭାଷାରେ ଅନୁବାଦ :

गाय, भैंस आदि दुहने का पारिश्रमिक।

ग्वाला प्रतिमाह दो सौ रुपये दुहाई लेता है।
दुहाई, दोहाई

Something that remunerates.

Wages were paid by check.
He wasted his pay on drink.
They saved a quarter of all their earnings.
earnings, pay, remuneration, salary, wage