ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପୁରାଣରେ ବର୍ଣ୍ଣିତ ଜଣେ ରାଜା
ଉଦାହରଣ : ଦୀର୍ଘତପା ରାଜା ବହୁତ ଦିନଧରି ତପ କରିଥିଲେ
ସମକକ୍ଷ : ଦୀର୍ଘତପା ରାଜା
ଅନ୍ୟ ଭାଷାରେ ଅନୁବାଦ :हिन्दी English
पुराणों में वर्णित एक राजा।
A prince or king in India.
ଅର୍ଥ : ବହୁତ ଦିନ ପର୍ଯ୍ୟନ୍ତ ତପସ୍ୟା କରୁଥିବା ବ୍ୟକ୍ତି
ଉଦାହରଣ : ଧର୍ମ ଗ୍ରନ୍ଥମାନଙ୍କରେ ବହୁତ ଦୀର୍ଘତପା ଋଷିମାନଙ୍କର ବର୍ଣ୍ଣନା ରହିଛି
ସମକକ୍ଷ : ଦୀର୍ଘତପୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
बहुत दिनों तक तपस्या करने वाला।
ସଂସ୍ଥାପନ କରନ୍ତୁ