ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୀପମାଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୀପମାଳା   ବିଶେଷ୍ୟ

ଅର୍ଥ : ଜଳୁଥିବା ଦୀପର ଧାଡ଼ି

ଉଦାହରଣ : ଦୀପାବଳି ରାତିରେ ରମେଶ ଘରର ଦ୍ୱାରରେ ଦୀପମାଳା ସଜା ହୋଇଥିଲା


ଅନ୍ୟ ଭାଷାରେ ଅନୁବାଦ :

जलते हुए दीपों की पंक्ति।

दिवाली की रात रमेश के घर के दरवाजे पर दीपमाला सजी हुई थी।
दीपमाला, दीपावली

ଅର୍ଥ : ଦୀପଦାନ ବା ଆଳତି ନିମନ୍ତେ ଜଳା ହେଉଥିବା ବତୀସମୂହ

ଉଦାହରଣ : ଆଳତି କରିବା ସମୟରେ ପୂଜାରୀଙ୍କ ଗୋଟିଏ ହାତରେ ଦୀପମାଳା ଓ ଅନ୍ୟ ହାତରେ ଘଣ୍ଟି ଥିଲା


ଅନ୍ୟ ଭାଷାରେ ଅନୁବାଦ :

दीपदान या आरती के लिए जलाई हुई बत्तियों का समूह।

आरती करते समय पुजारीजी के एक हाथ में दीपमाला थी और दूसरे हाथ में घंटी।
दीपमाला