ଅର୍ଥ : ଅତ୍ୟଧିକ ପରିଶ୍ରମ କରିବା
ଉଦାହରଣ :
ସେ ଦଶମ ଶ୍ରେଣୀ ପରୀକ୍ଷା ପାସ୍ କରିବା ନିମନ୍ତେ ଅତି ପରିଶ୍ରମ କରୁଛି
ସମକକ୍ଷ : ଅତି ପରିଶ୍ରମ କରିବା, କଠିନ ପରିଶ୍ରମ କରିବା, ରକ୍ତ ପାଣି ଫଟାଇବା
ଅନ୍ୟ ଭାଷାରେ ଅନୁବାଦ :
अत्याधिक मेहनत करना।
वह दसवीं की परीक्षा पास करने के लिए अति परिश्रम कर रहा है।