ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦଣ୍ଡ ଧାରଣ କରିଥିବା ବ୍ୟକ୍ତି
ଉଦାହରଣ : ଦଣ୍ଡଧାରୀ ଦଣ୍ଡ ପ୍ରହାରରେ ସାପକୁ ଆହତ କରିଦେଲେ
ସମକକ୍ଷ : ଦଂଡଧର, ଦଂଡଧାରୀ, ଦଂଡୀ, ଦଣ୍ଡଧାରୀ, ଦଣ୍ଡୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
दंड धारण करने वाला व्यक्ति।
ଅର୍ଥ : ଧୃତରାଷ୍ଟ୍ରଙ୍କ ଜଣେ ପୁତ୍ର
ଉଦାହରଣ : ଦଣ୍ଡଧରଙ୍କ ବର୍ଣ୍ଣନା ମହାଭାରତରେ ମିଳେ
ସମକକ୍ଷ : ଦଣ୍ଡଧାର
ଅନ୍ୟ ଭାଷାରେ ଅନୁବାଦ :हिन्दी English
धृतराष्ट्र का एक पुत्र।
An imaginary being of myth or fable.
ସଂସ୍ଥାପନ କରନ୍ତୁ